Breaking PLUSଓଡ଼ିଶାମୁଖ୍ୟ ଖବର

ପରଲୋକରେ ଅନିମା କର

ଭୁବନେଶ୍ୱର, 29 ନଭେମ୍ବର – ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ । ୮୧ ବର୍ଷ ବୟସରେ ଅନିମା କରଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଅନିମା । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । ପ୍ରଫେସର ଅନିମା କର ଥିଲେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ।

Show More

Related Articles

Back to top button