Breaking PLUSଓଡ଼ିଶାମୁଖ୍ୟ ଖବର

୨ ଦିନ ଶିମିଳିପାଳ ବନ୍ଦ

କେବଳ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଅନୁମତି

ପର୍ଯ୍ୟଟକଙ୍କ ପାଇଁ ଶୁକ୍ରବାର ଏବଂ ଶନିବାର ଶିମିଳିପାଳ ବନ୍ଦ । ଘନ କୁହୁଡ଼ିଆ ପାଗରେ ରାସ୍ତା ଠିକ୍ ଭାବେ ଦେଖାଯାଉନଥିବାରୁ ଶୁକ୍ରବାର ଏବଂ ଶନିବାର ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ ।

କେବଳ ରାତ୍ରୀ ଯାପନ ପାଇଁ ପୂର୍ବରୁ ବୂକିଙ୍ଗ କରିଥିବା ପର୍ଯ୍ୟଟକ ମାନେ ଭିତରକୁ ଯିବାର ଅନୁମତି ରହିଛି । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦେଶକ ସାଇ କିରଣ ଡି.ଏନ । ତେବେ ଆଗକୁ ପାଗ ଶୁଖିଲା ରହିଲେ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଖୋଲିବ ।

Show More

Related Articles

Back to top button