ଆଇନ କାନୁନଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ନ୍ୟାୟ ନମିଳିବାରୁ ଭାରତ ଛାଡିବେ ସିଦ୍ଧୁ ମୋସେୱାଲାଙ୍କ ପରିବାର

ନ୍ୟାୟ ନମିଳିବାରୁ ଭାରତ ଛାଡିବେ ସିଦ୍ଧୁ ମୋସେୱାଲାଙ୍କ ପରିବାର । ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ତାଙ୍କ ପରିବାର ନ୍ୟାୟ ପାଇନଥିବା ଅଭିଯୋଗ କରିଛନ୍ତି। ତେଣୁ ଏଥିପାଇଁ ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂ ଦାବି କରିଛନ୍ତି ଯେ ତାଙ୍କ ପୁଅ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରୁନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ମୁସେୱାଲାଙ୍କ ପିତା ତାଙ୍କ ବିବୃତ୍ତିରେ ଏଫଆଇଆର ପ୍ରତ୍ୟାହାର କରିବା ସହିତ ଭାରତ ଛାଡିବା କଥା କହିଛନ୍ତି। ‘ନଭେମ୍ବର ୨୫ ପରେ ମୋ ସହ ପୁରା ପରିବାର ଭାରତ ଛାଡି ବିଦେଶ ପଳାବେ ବୋଲି କହିଛନ୍ତି । ଏହା ବ୍ୟତୀତ ମୁଁ ପୁଅର ହତ୍ୟାର ଏଫଆଇଆର ମଧ୍ୟ ପ୍ରତ୍ୟାହାର କରିବି ।

 

Show More

Related Articles

Back to top button