Breaking PLUSଓଡ଼ିଶାମୁଖ୍ୟ ଖବର

ଭକ୍ତଙ୍କ ଡ୍ରେସକୋଡ ପ୍ରସଙ୍ଗରେ ପୁରୀର ହୋଟେଲ ଓ ରେଷ୍ଟୁରାଷ୍ଟ ସଂଘକୁ ଚିଠି

ଭୁବନେଶ୍ୱର- ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରସଙ୍ଗ । ପୁରୀ ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି। ବାହାରୁ ଆସୁଥିବା ଯାତ୍ରୀ ତଥା ଭକ୍ତଙ୍କୁ ସଚେତନ କରିବା ପାଇଁ ଲଜିଂ, ଗେଷ୍ଟହାଉସ, ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି । ହୋଟେଲ୍ ମାନଙ୍କରେ ଟୁରିଷ୍ଟ ଗାଇଡ୍ ଓ ଯାତ୍ରୀପଣ୍ଡା ଭକ୍ତ ଓ ପର୍ଯ୍ୟଟକଙ୍କୁ ସଚେତନ କରିବାକୁ ଚିଠି ହୋଇଛି । ପୁରୁଷଙ୍କ ପାଇଁ ପ୍ୟାଣ୍ଟ, ସାର୍ଟ,ଚୁଡିଦାର ପଞ୍ଜାବୀ, ଧୋତି ଓ ମହିଳାଙ୍କ ପାଇଁ ଶାଢୀ ଓ ସାଲୁଆର୍ କମିଜ୍ ପରିଧାନ ପାଇଁ ଚିଠିରେ ଉଲ୍ଲେଖ ରହିଛି ।

Show More

Related Articles

Back to top button