Breaking PLUSଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଗଙ୍ଗାଜଳ ଉପରୁ ଜିଏସଟି ହଟାଇବାକୁ କଂଗ୍ରେସର ଦାବି

ନୂଆଦିଲ୍ଲୀ- ଗଙ୍ଗାଜଳ ଉପରୁ ଜିଏସଟି ହଟାଇବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦାବି କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଖଡଗେ ଲେଖିଛନ୍ତି ଯେ, ଜଣେ ସାଧାରଣ ଭାରତୀୟଙ୍କ ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ମୋକ୍ଷଦାୟିନୀ ମାଆ ଗଙ୍ଗାଙ୍କର ବହୁତ ମହତ୍ତ୍ୱ ଅଧିକ । କିନ୍ତୁ ଆପଣଙ୍କ ସରକାର ପବିତ୍ର ଗଙ୍ଗାଜଳ ଉପରେ 18 ପ୍ରତିଶତ ଜିଏସଟି ଲଗାଇଛନ୍ତି । ଯେଉଁ ଲୋକମାନେ ଗଙ୍ଗାଜଳ ମଗାଉଛନ୍ତି ସେମାନଙ୍କ ଉପରେ ଏହାର କେତେ ବୋଝ ପଡିବ ବୋଲି ସରକାର ଥରେ ବି ଭାବିଲେନି ବୋଲି ଖଡଗେ କହିଛନ୍ତି । ସରକାର ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ଉଚିତ ।

Show More

Related Articles

Back to top button