Breaking PLUSଓଡ଼ିଶାମୁଖ୍ୟ ଖବର

ଚନ୍ଦନ ଯାତ୍ରା ପାଇଁ ପୁରୀରେ ଜାରି ହେଲା ୧୪୪ ଧାରା

ଚନ୍ଦନ ଯାତ୍ରା ପାଇଁ ପୁରୀରେ ୧୪୪ ଧାରା ଜାରି ହେବ ବୋଲି ପୁରୀ ଏସପି କହିଛନ୍ତି । ସେ କହିଛନ୍ତି ଯେ, ନରେନ୍ଦ୍ର ପୁଷ୍କରିଣୀ ସହ ଶ୍ରୀମନ୍ଦିର ପ୍ରଶାସନ ଅଫିସ ଅଞ୍ଚଳରେ ୧୪୪ ଲାଗିବ ।

ଚନ୍ଦନ ଯାତ୍ରା ପାଇଁ ପୁରୀରେ ୧୪୪ ଧାରା ଜାରି ହେବ ବୋଲି ପୁରୀ ଏସପି କହିଛନ୍ତି । ସେ କହିଛନ୍ତି ଯେ, ନରେନ୍ଦ୍ର ପୁଷ୍କରିଣୀ ସହ ଶ୍ରୀମନ୍ଦିର ପ୍ରଶାସନ ଅଫିସ ଅଞ୍ଚଳରେ ୧୪୪ ଲାଗିବ । ପୁରୀ ସହରର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । କୋଭିଡ କଟକଣା ମଧ୍ୟରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନିୟନ୍ତ୍ରଣ ପାଇଁ ୨ଟି ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । କଟକଣା ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ସ୍ୱତନ୍ତ୍ରଭାବେ ୨ଟି ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି ।

Show More

Related Articles

Back to top button