ଓଡ଼ିଶା

ଆଜିଠୁ ପାରାଦୀପ ଉପକୂଳରେ ‘ସି-ଭିଜିଲ’ ସମରାଭ୍ୟାସ

ଆଜିଠୁ ପାରାଦୀପ ଉପକୂଳରେ ଆରମ୍ଭ ହେବାକୁ ଯାଉଛି ‘ସି-ଭିଜିଲ’ ସମରାଭ୍ୟାସ । ୪ଟି ରାଜ୍ୟର ମିଳିତ ଭାବେ ଏହି ସମରାଭ୍ୟାସ କରାଯିବ । ଉକ୍ତ ରାଜ୍ୟଗୁଡିକ ହେଉଛି ଓଡ଼ିଶା ସମେତ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର । ତେବେ ଜଳପଥରେ ବାହ୍ୟଶତ୍ରୁର ପ୍ରବେଶ ଉଦ୍ୟମକୁ ପ୍ରତିରୋଧ କରିବା ହେଉଛି ଏହାର ମୂଳ ଲକ୍ଷ ।

ସେହିପରି ଏହି ସି-ଭିଜିଲ’ ସମରାଭ୍ୟାସରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୩ରୁ ଅଧିକ ସଂସ୍ଥା,ନୌସେନା, ସାମୁଦ୍ରିକ ପୋଲିସ, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ, ଗୁଇନ୍ଦା ବିଭାଗ ଇତ୍ୟାଦି ସାମିଲ ରହିବେ ।

 

 

Show More

Related Articles

Back to top button