ଓଡ଼ିଶାପାଣିପାଗ

ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ବନ୍ଦ୍ ରହିବ ସ୍କୁଲ ଓ ଅଙ୍ଗନବାଡି

ଭଦ୍ରକ : ଓଡିଶାରେ ବର୍ତ୍ତମାନ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାବେଳେ ପୁଣି ଏକ ଲଘୁଚାପ ସ଼ଷ୍ଟି ହୋଇଛି । ଫଳରେ ଗତକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲରେ ସବୁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଘୋଷଣା କରିଛନ୍ତି ।

 

 

Show More

Related Articles

Back to top button