Breaking PLUSଓଡ଼ିଶାମୁଖ୍ୟ ଖବର

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଆନ୍ଦୋଳନ ପ୍ରତ୍ୟାହାର କଲେ ରାଜଧାନୀର ସଫେଇ କର୍ମଚାରୀ । ବୁଧବାର ସକାଳୁ ମେୟର ସୁଲୋଚନ ଦାସଙ୍କ ସହିତ ଆଲୋଚନା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଦରମା ବୃଦ୍ଧି ସହ ୨ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିଲେ କର୍ମଚାରୀ । ମଙ୍ଗଳବାର ମଧ୍ୟ ମେୟରଙ୍କ ସହ ବୈଠକ କରି ଆଲୋଚନା ହୋଇଥିଲା । ଆଲୋଚନା ସଫଳ ହୋଇଥିବା ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

Show More

Related Articles

Back to top button