Breaking PLUSଓଡ଼ିଶାମୁଖ୍ୟ ଖବର

ବଂଚିତବର୍ଗଙ୍କୁ ପିଏମ ମୋଦିଙ୍କ ଭେଟି, ଆଜି ସନ୍ଧ୍ୟା 4ଟାରେ କରିବେ ପିଏମ-ସୁରଜ ପୋର୍ଟାଲର ଶୁଭାରମ୍ଭ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା 4ଟାରେ ଭିସି ଜରିଆରେ ବଂଚିତ ବର୍ଗଙ୍କୁ ଋଣ ସହାୟତା ପାଇଁ ଦେଶବ୍ୟାପୀ ଜନସଂପର୍କକୁ ଚିହ୍ନଟ କରୁଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାରିତ ଜନକଲ୍ୟାଣ ପାଇଁ ଜାତୀୟ ପିଏମ-ସୂରଜ ପୋର୍ଟାଲର ଶୁଭାରମ୍ଭ କରିବେ । ଏହାସହିତ ବଂଚିତ ବର୍ଗର ଏକ ଲକ୍ଷ ଉଦ୍ୟମିତାଙ୍କ ପାଇଁ ଋଣ ସହାୟତା ସ୍ୱୀକୃତ କରିବେ ।

Show More

Related Articles

Back to top button