କଳା ସଂସ୍କୃତି ଓ ସାହିତ୍ୟଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ଚଳିତ ଗଣେଶ ଚତୁର୍ଥୀରେ ମାଂସ ବିକ୍ରି ଏବଂ ପଶୁ ହତ୍ୟା ନିଷେଧ

ଦିନକ ପରେ ଗଣେଶ ଚତୁର୍ଥୀ । ଏହାକୁ ଦୃଷ୍ଟିରେ ରଖି ଚଳିତ ଗଣେଶ ବେଙ୍ଗାଲୁରୁରେ ଚତୁର୍ଥୀରେ ମାଂସ ବିକ୍ରି ଏବଂ ପଶୁ ହତ୍ୟା ନିଷେଧ କରାଯାଇଛି । ତେବେ ଏହି ନିଷେଧାଦେଶ ଜାରି କରିଛି ବେଙ୍ଗାଲୁରୁ ମହାନଗର ପାଲିକେ(ବିବିଏମ୍‌ପି) ।

ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ବୁରହାଟ ବେଙ୍ଗାଲୁରୁ ମହାନଗର ନିଗମ ଅଧୀନରେ ଥିବା ସମସ୍ତ ମାଂସ ବିକ୍ରୟ ଷ୍ଟଲରେ ପଶୁ ହତ୍ୟାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ମାଂସ ବିକ୍ରି ଉପରେ ମଧ୍ୟ ରୋକ ଲଗାଯାଇଛି ।

ସୂଚନା ଯୋଗ୍ୟ, ଏହାପୂର୍ବରୁ ଜନ୍ମାଷ୍ଟାମୀ ଅବସରରେ ମଧ୍ୟ ମାଂସ ବିକ୍ରୟ ତଥା ପଶୁ ହତ୍ୟା ଉପରେ କଟକଣା ଜାରି କରାଯାଇଥିଲା।

Show More

Related Articles

Back to top button