Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜିର ଦିନରେ ହିଁ କରାଚୀରେ ପାକିସ୍ତାନ ବିପକ୍ଷରୁ ପ୍ରଥମ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ- ଭାରତୀୟ କ୍ରିକେଟ ଇତିହାସରେ ଆଜିର ଦିନ ବେଶ୍ ଅବିସ୍ମରଣୀୟ ଅଟେ । ଠିକ ଆଜିର ଦିନରେ 1989 ମସିହା ନଭେମ୍ବର 15ରେ ସଚିନ ତେନ୍ଦୁଲକର ନାମରେ 16 ବର୍ଷୀୟ ପ୍ରତିଭାଶାଳୀ ଖେଳାଳି କରାଚୀରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । 24ବର୍ଷର କ୍ୟାରିୟରର ଅବିସ୍ମରଣୀୟ ଯାତ୍ରା ସେ ଆଜିର ଦିନରୁ ଆରମ୍ଭ କରିଥିଲେ । ୱାସିମ ଆକ୍ରମ ଓ ୱକର ୟୁନିସ ପରି ଦିଗ୍ଗଜଙ୍କ ବୋଲିଂର ସାମ୍ନା କରି ସଚିନ ମାତ୍ର 15ରନରେ ଆଉଟ୍ ହୋଇଯାଇଥିଲେ ।

Show More

Related Articles

Back to top button