Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବାୟୁ ପ୍ରଦୂଷଣ ଯୋଗୁ ପୁଣି ଅଣନିଶ୍ୱାସୀ ଦିଲ୍ଲୀବାସୀ

ନୂଆଦିଲ୍ଲୀ- ବାୟୁ ପ୍ରଦୂଷଣ ଯୋଗୁ ପୁଣି ଅଣନିଶ୍ୱାସୀ ଦିଲ୍ଲୀବାସୀ । ଗତ 48ଘଣ୍ଟାରେ ସମଗ୍ର ବାୟୁ ପ୍ରଦୂଷଣ ସୂଚକାଙ୍କ ଗମ୍ଭୀର ଶ୍ରେଣୀରେ ରହିଛି । ଆଗାମୀ ଦିନରେ ଏହା ଆହୁରି ବିଷାକ୍ତ ହେବ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଆଜି ସକାଳେ ଦିଲ୍ଲୀର ଆନନ୍ଦ ବିହାରରେ ଏକ୍ୟୁଆଇ 430, ଆରକେପୁରମରେ 417, ପଞ୍ଜାବୀ ବାଗରେ 423 ଓ ଜାହାଙ୍ଗିରପୁରୀରେ 428 ଛୁଇଁଛି ।
ବୋର୍ଡ ପକ୍ଷରୁ କାଲି କୁହାଯାଇଥିଲା ଯେ, ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ସୂଚକାଙ୍କ ସ୍ତର 450 ଛୁଇଁଛି । ଦୀପାବଳି ପରେ ପୁଣି ଥରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢିଛି ।

Show More

Related Articles

Back to top button