Breaking PLUSଦେଶମୁଖ୍ୟ ଖବରରାଜନୀତି

ମଧ୍ୟପ୍ରଦେଶରେ ନଭେମ୍ବର 17ରେ ମତଦାନ, ଆଜି ସନ୍ଧ୍ୟା 6ଟାରେ ପ୍ରଚାର ଶେଷ

ଭୋପାଳ- ନଭେମ୍ବର 16ରେ ମଧ୍ୟପ୍ରଦେଶର 230 ବିଧାନସଭା ଆସନ ପାଇଁ ହେବ ମତଦାନ । ଏଥିପାଇଁ ମତଦାନର 24ଘଣ୍ଟା ପୂର୍ବରୁ ଅର୍ଥାତ ଆଜି ସନ୍ଧ୍ୟା 6ଟାରେ ସରୁଛି ପ୍ରଚାର । ଏହାସହିତ ସଭା, ଶୋଭାଯାତ୍ରା, ପ୍ରଚାର ଅଭିଯାନ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିବ ।
ନଭେମ୍ବର 17ରେ ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ଭୋଟ୍ ହେବ ।

Show More

Related Articles

Back to top button