ଓଡ଼ିଶା

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥଳୀରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପିଏମ ମୋଦି

ଖୁଣ୍ଟି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଓଲିହାତୁରେ ପହଞ୍ଚି ପ୍ରଥମେ ଧରତୀ ଆବାଙ୍କୁ ପ୍ରଣାମ କରିଥିଲେ । ବିର୍ସା ଔଡାରେ ତାଙ୍କୁ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସହିଦ ସ୍ଥଳର ମାଟି ତିଳକ ଲଗାଇଥିଲେ । ବିର୍ସା ମୁଣ୍ଡାଙ୍କ ପଣନାତି ସୁଖରାମ ମୁଣ୍ଡାଙ୍କ ସହିତ ଅନ୍ୟ ସ୍ୱଜନଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ।

Show More

Related Articles

Back to top button