Breaking PLUSଓଡ଼ିଶାଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ବିମାନ ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ୍ ଆବଶ୍ୟକ ନାହିଁ ।

ଯଦି କେହି ଯାତ୍ରୀ ଭ୍ରମଣ କରିବାକୁ ଚାହାଁନ୍ତି ତେବେ ପୂର୍ବ ଭଳି ଆଉ ସେମାନଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡିବ ନାହିଁ

ନୂଆଦିଲ୍ଲୀ: ଯଦି କେହି ଯାତ୍ରୀ ଭ୍ରମଣ କରିବାକୁ ଚାହାଁନ୍ତି ତେବେ ପୂର୍ବ ଭଳି ଆଉ ସେମାନଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡିବ ନାହିଁ । କେବଳ ସେମାନେ ସମ୍ପୂର୍ଣ୍ଣ କୋଭିଡ୍ ଟୀକା ନେଇଥିବା ଆବଶ୍ୟକ । ଏହି ଟୀକାର ସାର୍ଟିଫିକେଟ ସହ ଯାତ୍ରୀମାନେ ସେମାନଙ୍କ ଯାତ୍ରାର ସାର୍ଟିଫିକେଟ ସମ୍ପୃକ୍ତ ବିମାନ ଉଡାଣ ସଂସ୍ଥାକୁ ପଠାଇବେ । ଯାତ୍ରାର ଆବଶ୍ୟକତା ଓ ମାନ ନିର୍ଦ୍ଧାରଣ କରି ସେମାନେ ଆପଣଙ୍କ ଆବେଦନକୁ ସ୍ୱୀକାର  କରିବେ । ଏହା ପରେ ଯାତ୍ରୀମାନେ ବିନା ସଂଙ୍କୋଚରେ ଯାତ୍ରା କରିପାରିବେ ।   ଦେଶରେ ଓମିକ୍ରନ୍ ଆସିବା ପରେ ବିପଦରେ ଥିବା ଦେଶଗୁଡିକର ବିପଦ ବର୍ଗକୁ ହଟାଇ । ସରକ।ର ଆନ୍ତର୍ଜ।ତୀୟ ଆଗମନ ପ।ଇଁ ନିର୍ଦ୍ଦେଶ।ବଳୀକୁ ସଂଶୋଧନ କରି ଗୁରୁବ।ର ଦିନ ସ।ତୋଟି ଘରୋଇ କ୍ୟ।ଣ୍ଟିନରେ କୋହଳ ପ।ଇଁ ସୁପ।ରିଶ କରିଛନ୍ତି। ଫେବୃଆରୀ ୧୪, ସୋମବ।ର ଠ।ରୁ ଏହି ନୂତନ ନିର୍ଦ୍ଦେଶ।ବଳୀ କ।ର୍ଯ୍ୟକ।ରୀ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣ।ଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବିକଳ୍ପଟି କେବଳ ୭୨ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଉପଲବ୍ଧ ।

Show More

Related Articles

Back to top button