Breaking PLUSଓଡ଼ିଶାମୁଖ୍ୟ ଖବର

ରାଉରକେଲାରେ ଝାଡାବାନ୍ତି ମୃତ୍ୟୁ ସଂଖ୍ୟା 10 ଟପିଲା

ଭୁବନେଶ୍ୱର, 20 ଡିସେମ୍ବର – ରାଉରକେଲାରେ ମାଡିଚାଲିଛି ଝାଡାବାନ୍ତି । ଏ ଯାଏ ହଇଜାରେ 10ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ସଚିବଙ୍କ ସହ ଦୁଇ ବରିଷ୍ଠ ଅଧିକାରୀ ଆଜି ରାଉରକେଲାରେ ପହଞ୍ଚି ସ୍ଥିତି ସମୀକ୍ଷା କରିବେ ।
ଅଧିକାରୀମାନେ ରାଉରକେଲା ସରକାରୀ ମେଡିକାଲ ସମେତ ଅନ୍ୟ କିଛି ଅଞ୍ଚଳ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଅନ୍ୟପଟେ ଝାଡାବାନ୍ତି ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜା ସ୍ଥିତି ପୂର୍ବଭଳି ରହିଛି । ସମୀକ୍ଷା ପାଇଁ ରାଉରକେଲା ଯାଉଛୁ ବୋଲି ସେ କହିଛନ୍ତି।

Show More

Related Articles

Back to top button