Breaking PLUSଦେଶମୁଖ୍ୟ ଖବର

ରାଜ୍ୟସଭା ନିର୍ବାଚନ- ଗୁଜରାଟରୁ ଜେପି ନଡ୍ଡାଙ୍କ ସମେତ 4 ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ

ଗାନ୍ଧିନଗର/ଅହମଦାବାଦ, 15 ଫେବୃଆରୀ -ଗୁଜରାଟରୁ ରାଜ୍ୟସଭାର 4ଟି ଆସନ ପାଇଁ ଗୁରୁବାର ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି 4ଜଣ ପ୍ରାର୍ଥୀ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୟଙ୍କ ନାୟକ, ଗୋବିନ୍ଦ ଢୋଲକିଆ, ଜଶବନ୍ତ ସିଂହ ପରମାର ସାମିଲ ଅଛନ୍ତି ।
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଗୁଜରାଟରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଆଜି ସକାଳେ ଅହମଦାବାଦ ଏୟାରପୋର୍ଟରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ବିଜେପି ପ୍ରଦେଶ ଅଧ୍ୟକ୍ଷ ସିଆର ପାଟିଲ ତାଙ୍କ ସ୍ୱାଗତ କରିଥିଲେ ।

Show More

Related Articles

Back to top button