Breaking PLUSଦେଶମୁଖ୍ୟ ଖବର

ରଜୌରୀରେ ଆତଙ୍କବାଦୀ ହମଲା: ୩ ଯବାନ ସହିଦ

କାଶ୍ମୀର ରଜୌରୀରେ ଆତଙ୍କବାଦୀ ହମଲା । ଆତଙ୍କବାଦୀ ଆକ୍ରମଣରେ ୩ଜଣ ଯବାନ ସହିଦ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଘେରି ଗୁଳିମାଡ଼ କଲେ ଆତଙ୍କବାଦୀ । ଆକ୍ରମଣରେ ଆଉ ୩ ଯବାନ ଗୁରୁତର ଆହତ ସୂଚନା ମିଳିଛି । ଆମ୍ବୁସ ଲଗାଇ ସେନା ଗାଡ଼ିକୁ ଆକ୍ରମଣ କଲେ ଆତଙ୍କୀ ।

Show More

Related Articles

Back to top button