ଖେଳ

ଆଇପିଏଲ ଟକ୍କର : ମୁହାଁମୁହିଁ ହେବେ ରାଜସ୍ଥାନ-ମୁମ୍ବାଇ

ଆଜିର ଆଇପିଏଲରେ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଏବେ ପଏଣ୍ଟ ଟେବୁଲର ଷଷ୍ଠ ଓ ସପ୍ତମ ସ୍ଥାନରେ ଅଛନ୍ତି । ତେଣୁ ଏହି ମ୍ୟାଚରେ ବିଜୟୀ ହେବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି ।

 

Show More

Related Articles

Back to top button