Breaking PLUSଓଡ଼ିଶାମୁଖ୍ୟ ଖବର

ରଥଯାତ୍ରା ପାଇଁ ପୁରୀ ପୋଲିସର ବୈଠକ

ଭୁବନେଶ୍ୱର/ପୁରୀ, 13 ମାର୍ଚ୍ଚ – ରଥଯାତ୍ରା 2024 ପାଇଁ ପୁରୀ ପୋଲିସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ସହ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

Show More

Related Articles

Back to top button