Breaking PLUSଓଡ଼ିଶାମୁଖ୍ୟ ଖବର

ଅମିତ ଶାହଙ୍କୁ ଭେଟିଲେ ବିଜେପି ନେତା

ନୂଆଦିଲ୍ଲୀ: ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ହେବ କି ନାହିଁ ଚିତ୍ର ସ୍ପଷ୍ଟ ହେଉନଥିବା ବେଳେ ବୁଧବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ରାଜ୍ୟ ନେତୃବୃନ୍ଦ । ଆସନ ବୁଝାମଣା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ଫଳରେ ଆଶା କରାଯାଉଛି ଯେ ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ନିଷ୍ପତି ହୋଇପାରେ । ଆସନ୍ତା ନିର୍ବାଚନରେ ବିଜେପି ରାଜ୍ୟରେ ଏକାକୀ ଲଢିବ ବୋଲି ରାଜ୍ୟ ନେତୃବୃନ୍ଦ କହୁଥିବା ବେଳେ ବାରମ୍ବାର ଦିଲ୍ଲୀରେ ବୈଠକ ମେଣ୍ଟ ଚର୍ଚ୍ଚାକୁ ଜୋର କରିଛି । ଗତ ଦୁଇ ଦିନ ହେବ ରାଜ୍ୟ ନେତୃବୃନ୍ଦ ଦିଲ୍ଲୀରେ ଘନ ଘନ ବୈଠକ କରୁଛନ୍ତି ।

Show More

Related Articles

Back to top button