Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପଞ୍ଜାବ ପୋଲିସକୁ ସଫଳତା,2 ଆତଙ୍କବାଦୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଚଣ୍ଡିଗଡ- ପଞ୍ଜାବ ପୋଲିସକୁ ବଡ ସଫଳତା । ଇସ୍କର-ଇ-ତୋଇବାର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ପଞ୍ଜାବ ପୋଲିସ ଓ କେନ୍ଦ୍ରୀୟ ଏଜେନ୍ସି ମିଳିତ ଭାବେ ଏହି ବଡ ଅପରେସନର ସଫଳତା ପାଇଛନ୍ତି । ଗିରଫ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏନେଇ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ସୂଚନା ଦେଇଛନ୍ତି ।
ଗିରଫ ଦୁଇ ଆତଙ୍କବାଦୀଙ୍କୁ ଫିରଦୋସ ଅହମଦ ଭଟ ଟାଇମ ବୋମା ତିଆରି କରିବାର ସାମଗ୍ରୀ, ଦୁଇଟି ହ୍ୟାଣ୍ଡ ଗ୍ରେନେଡ ଓ ପିସ୍ତଲ ଦେଇ ପଠାଇଥିଲା । ଏହି ଦୁଇ ଆତଙ୍କବାଦୀଙ୍କୁ ପଚରାଉଚରା ଜାରି ରହିଛି ।

Show More

Related Articles

Back to top button