Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ପରାଜୟକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ମତ

ତେବେ ଶୋଚନୀୟ ପରାଜୟ ପରେ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।

୫ଟି ରାଜ୍ୟର ଫଳାଫଳ ବିଧିବଦ୍ଧ ଭାବେ ସାମ୍ନାକୁ ନଆସିଲେ ବି ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ପଞ୍ଜାବ ବ୍ୟତୀତ ଆଉ ଅନ୍ୟ ୪ ରାଜ୍ୟରେ ସରକାର ଗଢ଼ିବା ସ୍ଥିତିରେ ରହିଛି ବିଜେପି । ଆଉ ପରାଜୟର ସ୍ୱାଦ ଚାଖିଛି ଦେଶର ପୂରାତନ ରାଜନୈତିକ ଜାତୀୟ ଦଳ କଂଗ୍ରେସ । ତେବେ ଶୋଚନୀୟ ପରାଜୟ ପରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା ।  ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅନେକ ପରିଶ୍ରମ କରିଛନ୍ତି ଦଳୀୟ ନେତା ଓ କର୍ମୀ । କିନ୍ତୁ ପରିଶ୍ରମଙ୍କୁ ଭୋଟରେ ପରିବର୍ତ୍ତନ କରିବାରେ ବିଫଳ ହେଲୁ, ଲୋକତନ୍ତ୍ରରେ ଜନମତ ସର୍ବୋପରି ବୋଲି କହି ଫଳାଫଳକୁ ସମ୍ମାନ ଦେଉଛୁ ।

Show More

Related Articles

Back to top button