Breaking PLUSଦେଶମୁଖ୍ୟ ଖବର

ଲୋକଙ୍କ ଟଙ୍କା ସୁଧ ମୂଳ ସହ ଫେରିବ, ମୋଦିର ଗ୍ୟାରେଂଟି ବୋଲି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, 8 ଡିସେମ୍ବର – ଓଡ଼ିଶାରେ ବଡ଼ ଧରଣର ଆୟକର ରେଡ୍‌ ପରେ ଗଣମାଧ୍ୟମ ରିପୋର୍ଟ ଆଧାରରେ ଉଦବେଗ୍‌ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ଉଦବେଗ ପ୍ରକାଶ କରି ପିଏମ ମୋଦି କହିଛନ୍ତି ଯେ, ଦେଶବାସୀ ଏହି ନୋଟ ଗଦାକୁ ଦେଖିବା ଉଚିତ୍ ଏବଂ ତା’ପରେ ସେମାନଙ୍କ ନେତାଙ୍କର ସଚ୍ଚୋଟ ଭାଷଣକୁ ଶୁଣନ୍ତୁ । ଜନସାଧାରଣଙ୍କଠାରୁ ଯାହା ଲୁଟ୍ ହୋଇଛି, ପ୍ରତ୍ୟେକ ପଇସା ଫେରସ୍ତ କରିବାକୁ ପଡ଼ିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ।

Show More

Related Articles

Back to top button