Breaking PLUSଦେଶମୁଖ୍ୟ ଖବର

ସର୍ବବୃହତ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାଇବ୍ରାଂଟ ଗୁଜୁରାଟ ବିଶ୍ୱ ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ଗୁଜୁରାଟର ଗାନ୍ଧିନଗରରେ ଦେଶର ସର୍ବବୃହତ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୋଜାମ୍ବିକର ରାଷ୍ଟ୍ରପତି ଫିଲିପ ନ୍ୟୁସି, ପୂର୍ବ ତିମୋରର ରାଷ୍ଟ୍ରପତି ଜୋସ ରାମୋସ ହର୍ତ୍ତା ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ।

Show More

Related Articles

Back to top button