Breaking PLUSମୁଖ୍ୟ ଖବର

ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶର ସବୁ ଶିକ୍ଷାନୁଷ୍ଠାନ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ମୌ: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ ଉତ୍ତର ପ୍ରଦେଶ ସରକାର ଛୁଟି ଘୋଷଣା କରିଛନ୍ତି। ଜାନୁଆରୀ ୨୨ରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଛୁଟି ରହିବ ବୋଲି ଉତ୍ତର ପ୍ରଦେଶ ସରକାର ଘୋଷଣା କରିିଥିବା ଜଣାପଡ଼ିଛି। ଏହାସହିତ ଜାନୁଆରୀ ୨୨ରେ ରାଜ୍ୟର ସମସ୍ତ ମଦ ଦୋକାନ ମଧ୍ୟ ବନ୍ଦ ରହିବ ବୋଲି ନିର୍ଦେଶନାମାରେ ଘୋଷଣା କରାଯାଇଛି। ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶର ସବୁ ଶିକ୍ଷାନୁଷ୍ଠାନ ଛୁଟି ଏବଂ ମଦ ଦୋକାନ ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।

Show More

Related Articles

Back to top button