ଓଡ଼ିଶା

ନିତୀ ଶିକ୍ଷା

କେଉଁ କାମ କରିବା କରିବା ଉଚିତ୍ ଜାଣନ୍ତୁ

1 – ତିନୋଟି ଜିନିଷ ଉପରେ ଭରସା କରିବା ଉଚିତ ନୁହଁ l
A – ନଦୀ କୂଳରେ ଘର B – ବ୍ରେକ ବିହୀନ ଗାଡି C – ଘର ଛାଡିଥିବା ନାରୀ
2 – ତିନୋଟି ଜିନିଷ ଥରେ ଚାଲିଗଲେ ଫେରସ୍ତ ଆସେନା
A – ଧନୁରୁ ତୀର B – ପାଟିରୁ କଥା C – ଶରୀରରୁ ଆତ୍ମା
3 – ତିନୋଟି ଜିନିଷ ମୃତ୍ୟୁ ପରେ ଉପକାରରେ ଆସେ
A – ସୁସନ୍ତାନ B – ଭଲ କର୍ମ C – ସ୍ମୃତି
4 – ତିନୋଟି ଜିନିଷ ଜୀବନରେ ଥରେ ଆସେ
A – ମାତା, ପିତା, B – ସୌନ୍ଦର୍ଯ୍ୟ C – ଯୌବନ
5 – ତିନୋଟି ଜିନିଷ ସମ୍ମାନ ନଷ୍ଟ କରେ
A – ଚୋରି B ଚୁଗୁଲୀ C – ମିଥ୍ୟା
6 – ତିନୋଟି ଜିନିଷକୁ ପଛରେ ରଖନ୍ତୁ
A – ହିଂସା B – ଅଭାବ C – ସନ୍ଦେହ
7 – ତିନୋଟି ଜିନିଷକୁ ସର୍ବଦା ମନେ ରଖନ୍ତୁ
A – ଉପଦେଶ B – ଉପକାର C – ମୃତ୍ୟୁ
8 – ତିନୋଟି ଜିନିଷକୁ ଆୟତ୍ତରେ ରଖନ୍ତୁ
A – କ୍ରୋଧ, B ଜିହ୍ୱା C – ମନ
9 – ତିନୋଟି ଜିନିଷକୁ ଅଭ୍ୟାସ କରନ୍ତୁ
A – ସତ୍ୟତା B – ଭକ୍ତି C – ଭଲପାଇବା
10 – ତିନୋଟି ଜିନିଷ ପାଖରୁ ଦୁରେଇ ରୁହନ୍ତୁ
A – ମିଥ୍ୟା B – ଅହଂକାର C – ଅଭିଶାପ
11 – ତିନୋଟି ଜିନିଷକୁ ଚିନ୍ତାକରି ବ୍ୟବହାର କରନ୍ତୁ
A – କଲମ B – କଥା C ଆଗକୁ ପକାଉଥିବା ପାଦ

 

Show More

Related Articles

Back to top button