Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ପୋଲିସର ଏନକାଉଣ୍ଟର

ପୁରୀ- ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ପୋଲିସର ଏନକାଉଣ୍ଟର । ସତ୍ୟବାଦୀ ସୁଆଣ୍ଡୋ ଗାଁ ସାଗରସ୍ନାନ ମେଳଣ ପଡ଼ିଆରେ ଏନ୍‌କାଉଣ୍ଟର କରିଛି ପୋଲିସ । କାଳୁ ଗୋଡ଼ରେ ଗୁଳି ବାଜିଛି, ପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି କାଳୁକୁ । କାଳୁ ଭୋଳ ନାଁରେ ବିଭିନ୍ନ ଥାନାରେ ୧୮ଟି ମାମଲା ରହିଛି ।

Show More

Related Articles

Back to top button