Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ ଏସ୍‌ସିଏସ୍‌ କଲେଜ ଅର୍ଥନୀତି ବିଭାଗରେ ଅଗ୍ନିକାଣ୍ଡ

ପୁରୀ- ପୁରୀ ଏସ୍‌ସିଏସ୍‌ କଲେଜ ଅର୍ଥନୀତି ବିଭାଗରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ବହୁ ଆସବାବପତ୍ର ଓ କାଗଜପତ୍ର ଜଳିଯାଇଛି । ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି । ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ କର୍ମଚାରୀ ।

Show More

Related Articles

Back to top button