Breaking PLUSଓଡ଼ିଶାମୁଖ୍ୟ ଖବର

କୋରାପୁଟରେ ଡଙ୍ଗାବୁଡ଼ି ୫ ନିଖୋଜ

କୋରାପୁଟରେ ଡଙ୍ଗାବୁଡ଼ି ୫ଜଣ ନିଖୋଜ ହୋଇଯାଇଛି । ତାନସିଂ ନଦୀରେ ବୁଡ଼ିଛି ଡଙ୍ଗା । ଜଣଙ୍କର ମୃତଦେହ ଭାସୁଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍‌, ତହସିଲଦାର ପହଞ୍ଚିଛନ୍ତି । ଡଙ୍ଗା ବୁଡ଼ିବାର କାରଣ ଅସ୍ପଷ୍ଟ ରହିଛି । ନନ୍ଦପୁର ବ୍ଲକ ପାଡୁଆ ଥାନା କୁଲାରସିଂ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

Show More

Related Articles

Back to top button