Breaking PLUSଦେଶମୁଖ୍ୟ ଖବର

ଭାରତ-ପାକ୍ ମ୍ୟାଚରେ ବେଟିଂ ଲଗାଇ ତିନି ଗିରଫ

ଜିନ୍ଦ- ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ସମୟରେ ସିଆଇଏ କର୍ମଚାରୀ ନରୱାନାର ବୀରବାଲ ନାଗରରେ ଏକ ଘରେ ଚଢାଉ କରି ଅନଲାଇନରେ ବେଟିଂ କରୁଥିବା ତିନି ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ହୋଇଥିବା ତିନଜଣଙ୍କ ଠାରୁ 42ହଜାର ଟଙ୍କା, 8ଟି ମୋବାଇଲ୍, ଲାପଟପ, ଏକ୍ସଟେନସନ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛି ପୋଲିସ ।
ପୋଲିସର ସୂଚନା ମୁତାବକ, ବୀରବଲ ନଗରର ବାସିନ୍ଦା ସୁଶୀଲଙ୍କର ଘର ଉପରେ ତିନିଜଣ ଯୁବକ ଭାରତ-ପାକ ମ୍ୟାଚକୁ ନେଇ ଅନଲାଇନରେ ବେଟିଂ କାରବାର ଚଳାଇଥିବା ନେଇ ସିଆଇଏକୁ ଖବର ମିଳିଥିଲା । ଏହାପରେ ସିଆଇଏ ରେଡ୍ କରି 3ଜଣଙ୍କୁ ଗିରଫ କରିଛି ।

Show More

Related Articles

Back to top button