Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଫେବୃୟାରୀ 3 ଓ 4ରେ ଓଡ଼ିଶା, ଆସାମ ଗସ୍ତ କରିବେ ପିଏମ ମୋଦି

ନୂଆଦିଲ୍ଲୀ, ୨ ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ 3 ଓ 4ରେ ଓଡ଼ିଶା ଓ ଆସାମ ଗସ୍ତ କରିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ 3ରେ ଦିନ ଦୁଇଟା ବେଳେ ଓଡ଼ିଶାର ସମ୍ବଲପୁରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ 68 ହଜାର କୋଟି ଟଙ୍କାରୁ ଅଧିକ ଭିତ୍ତିଭୂମି ପରିଯୋଜନାର ଉଦଘାଟନ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରିବେ ।

Show More

Related Articles

Back to top button