Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବାପୁଜୀ ଓ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପିଏମ ମୋଦି

ନୂଆଦିଲ୍ଲୀ- ଆଜି ଜାତିର ପିତା ତଥା ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ । ଏହି ଅବସରରେ ଏହି ଦୁଇ ମହାନ ଜନନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ପୂରା ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ ଓ ବିଜୟଘାଟ ଯାଇ ଉଭୟଙ୍କ ସମାଧି ପୀଠରେ ପୁଷ୍ପ ଅର୍ପଣ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କର 154ତମ ଜୟନ୍ତୀରେ ରାଜଘାଟରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ 119ତମ ଜୟନ୍ତୀରେ ବିଜୟଘାଟରେ ପହଞ୍ଚି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପିଏମ ମୋଦି ।

Show More

Related Articles

Back to top button