Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆବୁଧାବିରେ ହିନ୍ଦୁ ମନ୍ଦିର ସ୍ଥାପନା ସମାରୋହରେ ପିଏମ ମୋଦି-ଗଜପତି ମହାରାଜ ଭେଟଘାଟ

ଭୁବନେଶ୍ୱର, 16 ଫେବୃଆରୀ- ଆବୁଧାବିରେ ପିଏମ ମୋଦି ଓ ଗଜପତି ମହାରାଜଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ସାକ୍ଷାତ ବେଳର ଏକ ଫଟୋ ସାମ୍ନାକୁ ଆସିଛି । ଆବୁଧାବି ବିଏପିଏସ ସ୍ୱାମୀନାରାୟଣ ମନ୍ଦିରରେ ଫେବୃୟାରୀ 14ରେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହ ସ୍ଥାପନ ସମାରୋହ କାର୍ଯ୍ୟକ୍ରମରେ ଗଜପତି ମହାରାଜ ଓ ଡକ୍ଟର ଅରୁଣ କୁମାର ପ୍ରହରାଜ ପିଏମ ମୋଦିଙ୍କୁ ଭେଟିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Show More

Related Articles

Back to top button