Breaking PLUSଦେଶ ବିଦେଶମୁଖ୍ୟ ଖବର

ଆରମ୍ଭ ହେଲା ଦେଶବ୍ୟାପୀ ନବରାତ୍ରୀ ଉତ୍ସବ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜିଠାରୁ ଦେଶରେ ଆରମ୍ଭ ହୋଇଛି ନବରାତ୍ରୀ ପର୍ବ । ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପବିତ୍ର ପର୍ବ ପାଇଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ନବରାତ୍ରିର ଶୁଭ ପର୍ବ ପାଇଁ ଅନେକ ଅନେକ ଅଭିନନ୍ଦନ। ମାତା ଜଗଦମ୍ବା ଆପଣଙ୍କ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ସଞ୍ଚାର କରନ୍ତୁ। ଜୟ ମାତା ଦୀ।’ 

ତେବେ ଚଳିତ ବର୍ଷ ମହାମାରୀ କରୋନା କାରଣରୁ ଦେଶରେ ପାର୍ବଣର ମାହୋଲ ସାମାନ୍ୟ ଫିକା ପଡିଯାଇଛି । ମହାମାରୀ କରୋନା କାଳରେ ପାର୍ବଣ ପାଳନ କରିବା ସମୟରେ ସତର୍କ ହୋଇ ପାଳିବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

Show More

Related Articles

Back to top button