Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୧୯ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ

ମହାମାରୀ କରୋନା କାଳରେ ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର । ଆସନ୍ତା ୧୯ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ । ଦର୍ଶକ ପୁଣି ଥରେ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି ।

ପ୍ରାଣୀ ଉଦ୍ୟାନ କର୍ମଚାରୀ ଓ ପର୍ଯ୍ୟଟକ ଏସଓପି ପାଳନ କରିବା ବାଧ୍ୟତାମୂଳକ । ଏସଓପି ଅନୁସାରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଭିତରେ କଣ କରିବେ, କଣ କରିବେ ନାହିଁ ସମ୍ପର୍କିତ ସୂଚନା ଫଳକ ପ୍ରବେଶ ପଥ ଓ ଅନ୍ୟାନ୍ୟ ସ୍ଥାନରେ ଲଗାଇବେ ।

Show More

Related Articles

Back to top button