Breaking PLUSଦେଶମୁଖ୍ୟ ଖବର

ହୋଲିର ଶୁଭକାମନା ଜଣାଇଲେ ପିଏମ ମୋଦି

ନୂଆଦିଲ୍ଲୀ, 25 ମାର୍ଚ୍ଚ – ହୋଲିର ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ମୋର ସମସ୍ତ ପରିବାରଜନଙ୍କୁ ହୋଲିର ଶୁଭକାମନା । ସ୍ନେହ ଓ ସଦଭାବର ରଙ୍ଗରେ ସଜା ଏହି ପାରମ୍ପରିକ ପର୍ବ ଆପଣ ସମସ୍ତଙ୍କ ଜୀବନରେ ନୂଆ ଉର୍ଜା ଓ ନୂଆ ଉତ୍ସାହ ନେଇକରି ଆସୁ ।

Show More

Related Articles

Back to top button