Breaking PLUSଓଡ଼ିଶାମୁଖ୍ୟ ଖବର

ପୁଅର ଟାଙ୍ଗିଆ ଚୋଟରେ ବାପା, ମାଆ ମୃତ

କେନ୍ଦୁଝର: ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାୟତ ବସିରା ଗାଁରେ ବୀଭତ୍ସ କାଣ୍ଡ। ପୁଅର ଟାଙ୍ଗିଆ ଚୋଟରେ ବାପା, ମାଆ ମୃତ । ସାମାନ୍ୟ ବଚସାକୁ କେନ୍ଦ୍ର କରି ପୁଅ ବାପା , ମାଆଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଗୁରୁତର ଅବସ୍ଥାରେ ମାଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଅଭିଯୁକ୍ତ ପୁଅକୁ ପୁଲିସ୍ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Back to top button