Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପିଏମ ମୋଦି ଓ ବିଲ୍ ଗେଟସଙ୍କ ମଧ୍ୟ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‍ ଗେଟ୍ସଙ୍କ ସ୍ୱତନ୍ତ୍ର ସାକ୍ଷାତକାର । ଦୁହିଁଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ, ଏଆଇ, ଡିଜିଟାଲ ପେମେଣ୍ଟ, ଜି-୨୦ ସମ୍ମିଳନୀ ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଶିକ୍ଷା ସମ୍ପର୍କିତ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଦ୍ରୁତ ଗତିରେ ଏଆଇର ମହତ୍ତ୍ୱ ବଢିବାରେ ଲାଗିଛି । ସର୍ବଶ୍ରେଷ୍ଠ ଶିକ୍ଷାଦାନ ଉପରେ କାମ ଚାଲିଛି । କୃଷି କ୍ଷେତ୍ରରେ ବଡ ଧରଣର ବିପ୍ଳବ ଆସିଛି । ସର୍ଭାଇକାଲ କ୍ୟାନସରକୁ ନେଇ ସରକାର ଗମ୍ଭୀରତାର ସହ ଚିନ୍ତା କରୁଥିବା ମୋଦୀ କହିଛନ୍ତି । ଗାଁରେ ଡିଜିଟାଲ ସୁବିଧା ପହଂଚିଛି, କରୋନା ସମୟରେ ଲୋକଙ୍କ ସହଯୋଗ ମିଳିଛି । ଜି-୨୦ ସମ୍ମିଳନୀରେ ଏଆଇର ବ୍ୟବହାର ବିଷୟରେ କହିଛନ୍ତି ମୋଦୀ ।

Show More

Related Articles

Back to top button