Breaking PLUSଓଡ଼ିଶାମୁଖ୍ୟ ଖବର

ରାଉରକେଲାରେ ଓଲଟିଲା ପିକଅପ ଭ୍ୟାନ, 3 ମୃତ, 13 ଆହତ

ଭୁବନେଶ୍ୱର/ରାଉରକେଲା- ଓଲଟିଲା ବରଯାତ୍ରୀଙ୍କ ପିକଅପ ଭ୍ୟାନ । ରାଉରକେଲା ଲାଠିକଟା ଥାନା ମୁଣ୍ଡା ଜୋର୍ ଠାରେ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟିପଡିଛି । ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଗୁରୁତରଙ୍କୁ ଘରୋଇ ହସ୍ପିଟାଲକୁ କରାଯାଇଛି ସ୍ଥାନାନ୍ତର କରାଯାଇଛି । ବରଯାତ୍ରୀ ଭ୍ୟାନଟି ଝାଡଖଣ୍ଡ କୋଶେଇତାରୁ ଲାଠିକଟା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button