Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ହାଇକୋର୍ଟରୁ କଂଗ୍ରେସକୁ ଝଟ୍‌କା

ଇନକମ୍ ଟ୍ୟାକ୍ସ ରିଆସେସମେଂଟ ଉପରେ ରୋକ ଲଗାଇବା ପିଟିସନ ଖାରଜ

ନୂଆଦିଲ୍ଲୀ- ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ପକ୍ଷରୁ ଚାରି ଆର୍ଥିକ ବର୍ଷର ଇନକମ୍ ଟ୍ୟାକ୍ସର ରିଆସେସମେଂଟ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଦାୟର ପିଟିସନକୁ ଖାରଜ କରିଦେଇଛନ୍ତି । ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ ପିଟିସନ ଖାରଜ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟ ଚାରି ଆର୍ଥିକ ବର୍ଷ 2017-18,2018-19,2019-20 ଓ 2020-21 ସମୟରେ ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ରିଆସେସମେଂଟ ପ୍ରକ୍ରିୟାକୁ ଚାଲେଂଜ କରି ହୋଇଥିବା ପିଟିସନକୁ ଖାରଜ କରିଦେଇଛନ୍ତି । ଶୁଣାଣି ସମୟରେ କଂଗ୍ରେସ ଏବଂ ଇନକମ୍ ଟ୍ୟାକ୍ସ ଏହା ଉପରେ ସହମତି ପ୍ରକାଶ କରିଥିଲେ ଯେ, ମାର୍ଚ୍ଚ 22ରେ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେହି ନିର୍ଦ୍ଦେଶ ଏହି ପିଟିସନ ଉପରେ ବି ଲାଗୁ ହେବ ।

Show More

Related Articles

Back to top button