Breaking PLUSଓଡ଼ିଶାମୁଖ୍ୟ ଖବର

ଜଳିଗଲା ବାଣ ଦୋକାନ, ଅଳ୍ପକେ ବର୍ତ୍ତିଗଲେ ୪ ଜଣ

ପାରାଦୀପ ନୂଆଗଡ଼ ଛକର ଘଟଣା। କେହି କିଛି ଜାଣିବା କି ବୁଝିବା ଆଗରୁ ହଠାତ ଜଳିଗଲା ବାଣ ଦୋକାନ। ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲେ ମଧ୍ୟ ସୌଭାଗ୍ୟ ବଶତଃ ବାଣ ଦୋକାନ ଭିତରେ ଶୋଇଥିବା ୪ ଜଣ ସୁରକ୍ଷିତ ଅଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଦୋକାନଟି ଜଳିଯିବା ଶହ ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଥିବା ସୂଚନା ମିଳିଛି। କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Show More

Related Articles

Back to top button