Breaking PLUSଓଡ଼ିଶାମୁଖ୍ୟ ଖବର

ପାରାଦୀପ ବନ୍ଦରରେ ଅଘଟଣ, ବୋଟରୁ ଖସିପଡିଲେ ଟ୍ରଲର କର୍ମଚାରୀ

ପାରାଦୀପ- ପାରାଦୀପ ମରଛଧରା ବନ୍ଦରରେ ଅଘଟଣ ଘଟିଛି । ଅସାବଧାନତାରୁ ବୋଟ୍‌ରୁ ଖସି ପଡ଼ିଲେ ଟ୍ରଲର କର୍ମଚାରୀ । ବୋଟ୍‌ରୁ ଖସି ପଡ଼ି ଟ୍ରଲର କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସର୍ଚ୍ଚ ଅପରେସନ ପରେ ମିଳିଲା ମୃତଦେହ । ପିତାମାତା ଭରଷା-1 ବୋଟରେ ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା ।

Show More

Related Articles

Back to top button