Breaking PLUSଦେଶମୁଖ୍ୟ ଖବରରାଜନୀତି

ସାଂସଦଙ୍କ ସସପେଣ୍ଡଙ୍କୁ ନେଇ ବିରୋଧୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ, 15 ଡିସେମ୍ବର – ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ନିଲମ୍ବନ ଓ ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ବିରୋଧୀ ସାଂସଦମାନେ ଶୁକ୍ରବାର ସଂସଦ ଭବନ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋକସଭାରୁ ନିଲମ୍ବନ ହୋଇଥିବା 14 ସଦସ୍ୟ ଓ ରାଜ୍ୟସଭାରୁ ନିଲମ୍ବନ ହୋଇଥିବା ଜଣେ ସଦସ୍ୟଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ପାଇଁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି । ଏହାସହିତ ସଂସଦର ସୁରକ୍ଷାରେ ହୋଇଥିବା ତ୍ରୁଟି ଉପରେ ଦୁଇଟି ଯାକ ଗୃହରେ ଗୃହମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି ବିକ୍ଷୋଭକାରୀ ।

Show More

Related Articles

Back to top button