Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଟିକାକରଣରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ମହାମାରୀ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଏବେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । ଏହାରି ମଧ୍ୟରେ ଟିକାକରଣରେ ସମସ୍ତ ରାଜ୍ୟ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା ।

ମହାମାରୀ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଏବେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । ଏହାରି ମଧ୍ୟରେ ଟିକାକରଣରେ ସମସ୍ତ ରାଜ୍ୟ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଆମେ ରାଜ୍ୟ ଭାବେ ଟିକାକରଣରେ ପ୍ରଥମ ସ୍ଥାନରେ ଅଛୁ । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଆମେ ଭଲ ଅଛୁ । ପ୍ରଥମ ଯେଉଁ ସ୍ୱାସ୍ଥ୍ୟକର୍ମୀ ନେଇ ଟୀକା ନେଉ ନଥିଲେ, ସେମାନେ ଟିକା ନେବା ଆରମ୍ଭ କଲେଣି । ସେହିପରି ଆସନ୍ତା ୩୧ ଜାନୁଆରୀରୁ ୨ ଫେବୃଆରୀ ଯାଏଁ ପଲସ ପୋଲିଓ ଚାଲିବ । ତେଣୁ ଏହି ତିନି ଦିନ କୋଭିଡ଼ ଟିକାକରଣ ବନ୍ଦ ରହିବ । ହେଲେ ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ପ୍ରଥମ ଡୋଜ ସମସ୍ତଙ୍କୁ ଦିଆଯିବ । ଏବେ ପର୍ଯ୍ୟନ୍ତ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନି । ଯେଉଁମାନଙ୍କ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା, ସେମାନେ ସୁସ୍ଥ ଅଛନ୍ତି ।

Show More

Related Articles

Back to top button