Breaking PLUSଓଡ଼ିଶାମୁଖ୍ୟ ଖବର
ପୁଣି ମାତିଲେ ଲାଲ୍ ବାହିନୀ, ପୋଲିସ ଇନ୍ଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା
ପୁଣି ଲାଲ ତାଣ୍ଡବ । ପୋଲିସ ଇନ୍ଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା । ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ବେଲଘର ଥାନା ଗୋଛାଗୁଡା ଗାଁର ହତ୍ୟାକାଣ୍ଡ ଘଟିଛି
ପୁଣି ଲାଲ ତାଣ୍ଡବ । ପୋଲିସ ଇନ୍ଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା । ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ବେଲଘର ଥାନା ଗୋଛାଗୁଡା ଗାଁର ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଭଣ୍ଡାରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଭାବନୀ ଶଙ୍କର ପାତ୍ର ଓ ଗୋଚ୍ଛାଗୁଡ଼ା ଗାଁର ହେମନ୍ତ ପାତ୍ରଙ୍କୁ ନିର୍ମମ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ ଘରୁ ଡାକି ନେଇ ହତ୍ୟା କରିଛନ୍ତି ମାଓବାଦୀ । ମାଓବାଦୀମାନେ ଘଟଣାସ୍ଥଳରେ ହାତଲେଖା ପୋଷ୍ଟର ଛାଡିଛନ୍ତି ।