Breaking PLUSଓଡ଼ିଶାମୁଖ୍ୟ ଖବର

ଓଡିଶାରେ କରୋନାର ଥିକ୍ ଟେଲ୍ ପରିସ୍ଥିତି, ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବା ସମ୍ଭାବନା

ଓଡ଼ିଶାରେ କରୋନାର ଥିକ୍ ଟେଲ୍ ପରିସ୍ଥିତି । ଭୁବନେଶ୍ବରରେ ବି ଆଗ ଅପେକ୍ଷା କିମିଛି ସଂକ୍ରମଣ ।

ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏହି ସମୟରେ ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ କରନ୍ତୁ ନାହିଁ । କୋଭିଡ୍ ନିୟମ ସମସ୍ତେ ପାଳନ କରନ୍ତୁ ।ପ୍ରଥମ ଲହରରେ ଶିଶୁ ମାନେ ସଂକ୍ରମିତ ହେଉଥିଲେ ଏବେ ବି ହେଉଛନ୍ତି ।

 

ଯେହେତୁ ୧୮ବର୍ଷରୁ କମ୍ ପିଲାଙ୍କ ପାଇଁ ଟିକା ଦିଆଯାଇନି ତେଣୁ ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଟିକା ନେବା ପରେ ବି ଲୋକମାନେ ସଂକ୍ରମିତ ହେବେ । କିନ୍ତୁ ସିଭିୟରିଟି ହେଉନାହାନ୍ତି । ତଥାପି ଆମେ ଶିଶୁମାନଙ୍କ ଉପରେ ଫୋକସ କରୁଛୁ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Show More

Related Articles

Back to top button