ଓଡ଼ିଶା

ଦିନକ ପରେ ୭୬ ବର୍ଷ ବୟସରେ ପଦାର୍ପଣ କରିବେ ନବୀନ ପଟ୍ଟନାୟକ

ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୭୬ ବର୍ଷ ବୟସରେ ପାଦ ଥାପିବାକୁ ଯାଉଛନ୍ତି । ଆଉ ମାତ୍ର ଗୋଟିଏ ଦିନ ପରେ ୭୬ ବର୍ଷ ବୟସରେ ପଦାର୍ପଣ କରିବେ ନବୀନ ପଟ୍ଟନାୟକ । କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ଦେଢ଼ବର୍ଷ ଧରି ମାତ୍ର ୯-୧୦ ଥର ନବୀନ ନିବାସରୁ ବାହାରି ଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଚଳିତବର୍ଷ ଶ୍ରୀ ପଟ୍ଟନାୟକ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି ।

 

Show More

Related Articles

Back to top button