ଓଡ଼ିଶାଶିକ୍ଷା

କରେସ୍‌ପନ୍‌ଡେନ୍ସ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ,୧୯ରୁ ଆବେଦନ

କରେସ୍‌ପନ୍‌ଡେନ୍ସ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଆବେଦନ ତାରିଖ ରହିଛି ୧୯ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ । ସେହିପରି ନଭେମ୍ବର ୧୦ ତାରିଖରେ ବାହାରିବ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା

ପରେ ନଭେମ୍ବର ୧୧ରୁ ୧୯ ଭିତରେ ନାମଲେଖା, ଫି ଦାଖଲ ହେବ। ନଭେମ୍ବର ୨୧ରୁ ୩୦ ଭିତରେ ନାମଲେଖାର ସମସ୍ତ ତଥ୍ୟ ଅନୁଷ୍ଠାନ ପକ୍ଷରୁ ସାମ୍ସ ଇ-ସ୍ପେସ୍‌ରେ ଦାଖଲ ହେବ ।

Show More

Related Articles

Back to top button